ବିପରୀତ ଧର୍ମ ଦେଇ କିଏ ସେ ଗଢ଼ିଲା ବିହି, କିଏ ସେ ବିନ୍ଧାଣୀ? ସେହି କିଏ ସ୍ଵର୍ଣକାର? ବିପରୀତ ଧର୍ମ ଦେଇ କିଏ ସେ ଗଢ଼ିଲା ବିହି, କିଏ ସେ ବିନ୍ଧାଣୀ? ସେହି କିଏ ସ୍ଵର୍ଣକାର?
ସୁମଧୁର ମୃଦୁ ହାସରେ..। ମନ ବିଗଳିତ ପୀତ ବାସରେ..॥ ହେ ରଙ୍ଗା ଅଧର କମ୍ପେ ତନୁ ମୋର.. ଚିତ୍ତ ଚୋର ଚାରୁ ରୁପରେ..॥ ସୁମଧୁର ମୃଦୁ ହାସରେ..। ମନ ବିଗଳିତ ପୀତ ବାସରେ..॥ ହେ ରଙ୍ଗା ଅଧର କମ୍ପେ ତନୁ ମୋର.. ଚିତ୍...