ହସ ବଳରେ, ସଭିଏଁ ମଣିବେ ଏକ ପରିବାର କେହି ନୁହେଁ ପର ଏ ପୃଥିବୀରେ। ହସ ବଳରେ, ସଭିଏଁ ମଣିବେ ଏକ ପରିବାର କେହି ନୁହେଁ ପର ଏ ପୃଥିବୀରେ।
ଶିଶୁଟି ଧୀରେ ମାଆର ପଣତ କାନି ଛାଡ଼ି ଚନ୍ଦ୍ରକୁ ଧରିବାକୁ ରାସ୍ତା ଉପରକୁ ଆସିଗଲା। ଶିଶୁଟି ଧୀରେ ମାଆର ପଣତ କାନି ଛାଡ଼ି ଚନ୍ଦ୍ରକୁ ଧରିବାକୁ ରାସ୍ତା ଉପରକୁ ଆସିଗଲା।