ସଂସାର ବନ୍ଧନ ମନେପଡେ ନାହିଁ ଚଉଦିଗେ ତୋର ରୂପ ଝଲସଇ ମନ ମୋ ତୋ ପାଦପଦ୍ମ ରେ ମୁଁ ଆସିଛି ହେ ତୁମ... ସଂସାର ବନ୍ଧନ ମନେପଡେ ନାହିଁ ଚଉଦିଗେ ତୋର ରୂପ ଝଲସଇ ମନ ମୋ ତୋ ପାଦପଦ୍ମ ରେ ...
ପାରି ହେବା ପାଇଁ ଏ ଭଵ ସାଗରୁ ଭଜୁଛି ମୁଁ ନିତି ତୋର ନାମକୁ, ପାରି ହେବା ପାଇଁ ଏ ଭଵ ସାଗରୁ ଭଜୁଛି ମୁଁ ନିତି ତୋର ନାମକୁ,