ଦୂତୀ କହିବୁ ଗୋ ଚିତ୍ତଚୋରାଙ୍କୁ ଏତେକ । ଗତ ସ୍ନେହ ହରି ଗଲେ ଦୂର କରି ଚିତ୍ତ ହୁଏ ଦକଦକ । ଦୂତୀ କହିବୁ ଗୋ ଚିତ୍ତଚୋରାଙ୍କୁ ଏତେକ । ଗତ ସ୍ନେହ ହରି ଗଲେ ଦୂର କରି ଚିତ୍ତ ହୁଏ ଦକଦକ ।
ଓଡିଶା ବାସୀଙ୍କ ଆଖି ଖୋଲି ତୁମେ ପାଲଟିଛ ଆଦରଶ ଚାରିଆଡେ ଶୁଭେ ଧନ୍ୟ ସୁନାଝିଅ ହୁରି ପଡେ ପଉରୁଷ । ଓଡିଶା ବାସୀଙ୍କ ଆଖି ଖୋଲି ତୁମେ ପାଲଟିଛ ଆଦରଶ ଚାରିଆଡେ ଶୁଭେ ଧନ୍ୟ ସୁନାଝିଅ ହୁରି ପଡେ ପଉର...