ଡହଳ ବିକଳ ଅନ୍ଧାରେ ସକଳ, ମାୟାଧର ଏଠି ବିଛାଏ ଜାଲ. ଡହଳ ବିକଳ ଅନ୍ଧାରେ ସକଳ, ମାୟାଧର ଏଠି ବିଛାଏ ଜାଲ.
ତରୁଣ ଆଲୋକ ତବ କିରଣ ଅରୁଣ ପରସେ ପ୍ରକୃତି ଜାଗେ ନବ ଜାଗରଣ ହେ ତରୁଣ ଆଲୋକ ତବ କିରଣ ଅରୁଣ ପରସେ ପ୍ରକୃତି ଜାଗେ ନବ ଜାଗରଣ ହେ