ରୂପର ପ୍ରଦୀପ ଜାଳି ଫୁଲ ନବ ଛଇଳି ଗାଏ ପୁଣି ମିଠା ମିଠା ଗୀତ ମତୁଆଲା ହୁଏ ପ୍ରାଣ ଭ୍ରମଇ ମନ ଭ୍ରମର ସୁଗନ୍ଧେ... ରୂପର ପ୍ରଦୀପ ଜାଳି ଫୁଲ ନବ ଛଇଳି ଗାଏ ପୁଣି ମିଠା ମିଠା ଗୀତ ମତୁଆଲା ହୁଏ ପ୍ରାଣ ଭ୍ରମଇ...
ଡମ୍ବରୁ କଟିର ମେଖଳା ପଦ ନୂପୁର ସ୍ୱନେ ଗୋଲାପୀ ଓଠରେ ଗଣ୍ଡକୁ ମଣ୍ଡି ଗାଢ଼ ଚୁମ୍ବନେ | ଡମ୍ବରୁ କଟିର ମେଖଳା ପଦ ନୂପୁର ସ୍ୱନେ ଗୋଲାପୀ ଓଠରେ ଗଣ୍ଡକୁ ମଣ୍ଡି ଗାଢ଼ ଚୁମ୍ବନେ |