ସନ୍ତପ୍ତ କରେ ନୁହଇ ତପନ ଅନ୍ତକ ନୁହେ ହରଇ ଜୀବନ, ମନୁ ଜନମେ ନୁହଇ ମଦନ, ଦନୁଜ ନୋହେ ସେ ପିଶିତାସନ ସନ୍ତପ୍ତ କରେ ନୁହଇ ତପନ ଅନ୍ତକ ନୁହେ ହରଇ ଜୀବନ, ମନୁ ଜନମେ ନୁହଇ ମଦନ, ଦନୁଜ ନୋହେ ସେ ପିଶ...