ମୟୂର ନାଚ କୁ ଦେଖି, ପ୍ରୀୟା ନାଆଁ ନେଇ ମନ ମୋ ନାଚଇ ପାରେନି ତାରେ ଉପେକ୍ଷି ।। ମୟୂର ନାଚ କୁ ଦେଖି, ପ୍ରୀୟା ନାଆଁ ନେଇ ମନ ମୋ ନାଚଇ ପାରେନି ତାରେ ଉପେକ୍ଷି ।।
କଣେଇ କଣେଇ ଚାହିଁ ଦିଅ ଯେବେ ମନ ହୁଏ ବାଟବଣା ରୂପ ଲାବଣ୍ୟରେ ବିମୋହିତ ହେଲି ପଡିଲାନି କିଛି ଜଣା କଣେଇ କଣେଇ ଚାହିଁ ଦିଅ ଯେବେ ମନ ହୁଏ ବାଟବଣା ରୂପ ଲାବଣ୍ୟରେ ବିମୋହିତ ହେଲି ...