ତଥାପି ଦୁଃଖ କର୍ମ କୃପା ଭାରି ଡରିବ କି ସାଥୀ ଏ କାହୁଁ ଆସିଲା ଭୂତଟେ ଭୂତଟେ ବୋଲି ? ଏତେ ଭଲ ତେବେ ପାଅନା କେ ମୋତେ ଏବେଠାରୁ କହିଦେଲି || -୭ ଜନମି ଅଛ ଯେ ଦିନେ ମୃତ୍ୟୁ ହେବ ଏକ ଦିନ ତା ପାଇଁ କି ମନରେ ଏତେ ଭାବନା କି ଜାଣିବା । ଯାହା ଆଣିଛି ଛାଡି ଯିବ ତୁମେ ଏଇ ଭବେ। କିଛି ନେବ ନାହିଁ ତୁମେ ଦୁନିଆରେ ଦୁଇ ରଙ୍ଗେ।

Oriya ଏତେ Poems