ରଚି ବନ୍ଧନ ନାଗରୀ ନିଅ ମୋ ମନକୁ ଧରି ନୀରେ ନୀରପରି ଅଙ୍ଗେ ଅଙ୍ଗ ମିଶା ରେ ରଚି ବନ୍ଧନ ନାଗରୀ ନିଅ ମୋ ମନକୁ ଧରି ନୀରେ ନୀରପରି ଅଙ୍ଗେ ଅଙ୍ଗ ମିଶା ରେ
ଥିର ଗମନାକୁ ମୋର ହୃଦୟରେ ହାର - କରିବାକୁ ସହଚରୀ ଉପାୟ ବିଚାର ଥିର ଗମନାକୁ ମୋର ହୃଦୟରେ ହାର - କରିବାକୁ ସହଚରୀ ଉପାୟ ବିଚାର