ଜୀବନ ବାଟରେ ଚାଲୁ ଚାଲୁ ପଦେ ଫୋଡି ହେଇଯାଏ କେତେ ଯେ ଛୁଞ୍ଚି ମୁନ । ଜୀବନ ବାଟରେ ଚାଲୁ ଚାଲୁ ପଦେ ଫୋଡି ହେଇଯାଏ କେତେ ଯେ ଛୁଞ୍ଚି ମୁନ ।
ଠିକାଦାର ପହୁଞ୍ଚାଏ ଅଜଣା ଅଶୁଣା ଜାଗା ଜୀଇଥାଇ ମାରୁଥାଏ ନିତି ନିତି ଦାଦନକୁ ଖଟି ଦାନ୍ତ ଚିପି । ଠିକାଦାର ପହୁଞ୍ଚାଏ ଅଜଣା ଅଶୁଣା ଜାଗା ଜୀଇଥାଇ ମାରୁଥାଏ ନିତି ନିତି ଦାଦନକୁ ଖଟି ଦାନ୍ତ...