STORYMIRROR

Pramod Nayak

Others

2  

Pramod Nayak

Others

ଯନ୍ତ୍ରଣା

ଯନ୍ତ୍ରଣା

1 min
695


ଯେତେ ଯନ୍ତ୍ରଣା ଦେଲେ ମଧ୍ୟ

ସହିବାର ଶକ୍ତି ଆମ ପାଖରୁ

ଛଡାଇ ନେଇ ପାରିବନି ...

ହୁଏତ ଆମେ ନିପାଦ ହେଇପାରୁ

କିନ୍ତୁ

ତୁମ ଅନ୍ତର ଆତ୍ମାକୁ ପଚାର

ତୁମେ କେତେ ଜିତି ପରିଛ

କାହାର ହୃଦୟ

ଆଉ ଛଳନାର ପ୍ରତିଟି ମୁହୂର୍ତ୍ତ ...

ସେଇଥି ପାଇଁ ତ ତମେ ହଜାଇ ବସିଛ ତମର ମହତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pramod Nayak