STORYMIRROR

Kisan Kumar Barik

Others

1  

Kisan Kumar Barik

Others

ତୁମକୁ ଖୋଜେ

ତୁମକୁ ଖୋଜେ

1 min
2.2K


ଆଜିବି ମୁଁ ମୋ ନୀରବତାରେ ତମକୁ ଖୋଜେ..

ନିତିଦିନିଆ କାହାଣୀକୁ

ରାତିର ଡ଼ାଏରୀରେ ଟିପି ରଖିଲାବେଳେ

ତମେ ଆଜି କାହିଁକି ନଥିଲ ଫର୍ଦ ଭିତରେ ବୋଲି

ମୋ କଲମ ମୋତେ ପ୍ରଶ୍ନ ପଚାରେ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍