STORYMIRROR

Kisan Kumar Barik

Others

2  

Kisan Kumar Barik

Others

ବର୍ଷାଠୁ ବେଶି ପ୍ରିୟ ତମେ..

ବର୍ଷାଠୁ ବେଶି ପ୍ରିୟ ତମେ..

1 min
2.4K


ଝରକାରୁ ମୁଣ୍ଡ ଟୁଙ୍ଗାରି

ବର୍ଷାର ମୂର୍ଚ୍ଛନାକୁ କାନ ଡେରି ଶୁଣୁ ଶୁଣୁ

ତୁଳନା କରି ବସେ ତାକୁ

ମୋ ପ୍ରେମିକାର ପାଉଁଜି ଛମ ଛମ ସହ..

ପଚାରେ ମୋ ହୃଦୟକୁ

କାହା ରାଗିଣୀର ନିଶାରେ

ବେଶୀ ମତୁଆଲା ହୁଏ ମୁଁ..

ଉତ୍ତର ଆସେ

ତୁମେ ନୁହଁ ବର୍ଷା

ମତୁଆଲା ତ ବେଶି ହୁଏ ମୁଁ

ମୋ ପ୍ରିୟା ଆସିଲେ...😍😍😚😚😘😛😛


Rate this content
Log in