Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

falguni dash

Others

3  

falguni dash

Others

ତୁମେ ପୂର୍ଣ୍ଣଛେଦ

ତୁମେ ପୂର୍ଣ୍ଣଛେଦ

1 min
168


ହୃଦୟ ଚାହେଁ ତୁମକୁ

ଅନୁଭବ କରିବାକୁ

ଅନୁଭୂତିର ରସ

ଆସ୍ଵାଦନ କରିବାକୁ !


ତୁମ ଦତ୍ତ ଏ ଯନ୍ତ୍ରଣା

ଏ ବେଦ ର ବିଷ

ସତେ ଅବା ମୋ ପାଇଁ

ଅମୃତର ରସ !


ଏ ଅମୃତ ପାନ କରି

ମରିବା ପାଇଁ ବି ପ୍ରସ୍ତୁତ

ତୁମେ ମୋର ପୂର୍ଣ୍ଣଛେଦ

ମୁଁ ଲକ୍ଷ୍ୟଭ୍ରଷ୍ଟ ପଦ !


Rate this content
Log in