ତୁମ ବିନା
ତୁମ ବିନା
1 min
1.4K
ତୁମେ ବୁଝିଲନି ବୁଝିବାର ଥିଲା
ଆଉ କେ ବୁଝିବ କୁହ
ପ୍ରାଚୀର କୋହର ଭାଙ୍ଗିଲାନି ପ୍ରିୟା
ଭାଙ୍ଗିବାର ଥିଲା ଏବେ ଖାଲି ଝରେ ଲୁହ