STORYMIRROR

Dillan Biswal

Others

2  

Dillan Biswal

Others

ତୁମ ବିନା 2

ତୁମ ବିନା 2

1 min
2.4K


ତୁମ ବିନା ଯେ

ଜହ୍ନ ଉଇଁ ବନି

ଫୁଲ ଫୁଟିବନି

ତାରା ହସିବନି

କହି ପାରିବିନି.....

କିନ୍ତୁ ଏତିକି କହିବି

ଜହ୍ନ ଋଷିବ

ଫୁଲ ମଉଳିବ

ତାରା ଝରିଯିବ.....


Rate this content
Log in