Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SEEMA BEHERA

Others

4  

SEEMA BEHERA

Others

ତୋ ପାଇଁ କବିତା

ତୋ ପାଇଁ କବିତା

1 min
5


ଲୁଚି ଲୁଚି ତୋପାଇଁ ଲେଖେ କବିତା 

ପ୍ରେମରେ ପଡିଲେ ହୁଏ ଏମିତି କଥା 

ତୋପାଇଁ ମୁଁ, ଆକାଶ ରୁ ଆଣିଦେବି ଚାନ୍ଦ 

ତୋ ପ୍ରେମ, କରିଛି ମୋତେ, ପାଗଳ ଆଉ ଅନ୍ଧ

ତୁ ନଥିଲେ ସାଥେ ମୋର ଲାଗେନାହିଁ ଭଲ 

ତୋ ବିନା, ଏ ମନ ହୁଏ ,ଖାଲି କଲବଲ 

ତୁମ ହାତ ଧରି ଯେବେ, ଚାଲୁଥାଏ ବାଟ 

ଜହ୍ନ ରୁ ଧରିତ୍ରୀ ଲାଗେ, ମୋତେ କଅମ ବାଟ 

ଭାଷା ନାହିଁ ଲେଖିବାକୁ ମୋ ପ୍ରେମର ଗାଥା 

ସରିଯାଏ କାଳି ଆଉ କାଗଜର ପୃଷ୍ଠା 

ତମେ ଦେଇଥିବା ଟିକେ ସ୍ନେହ ପ୍ରେମ ମମତା 

ସେ ସ୍ମୃତି କୁ ହୃଦୟେ ରଖି ମୁଁ ଲେଖିବି କବିତା l



Rate this content
Log in