ସମର୍ପଣ
ସମର୍ପଣ
1 min
2.4K
ବଦଳିଲା ପରିଭାଷା
ଜୀବନର ମୋର
ମୋ ହାତେ ତୋ ହାତ
ଯେବେ ଦେଲୁ ତୋର ||
ଗଢ଼ିଛି ମୁଁ ନୀଡ଼ ଟିଏ
ଏବେ ନୂଆ କରି
ଝଡ ଝଞ୍ଜା ପାରି ହେବା
ହାତେ ହାତ ଧରି ||
