STORYMIRROR

Nabaranjan Palatasingh

Others

4  

Nabaranjan Palatasingh

Others

ସେ ନିଜର ନୁହେଁ

ସେ ନିଜର ନୁହେଁ

1 min
29

ପ୍ରେମ ଲେଖେ ହେଲେ ପ୍ରେମିକା କୁ ନୁହେଁ

ପ୍ରେମ କାହାଣୀକୁ ଲେଖେ ହେଲେ ନିଜର ନୁହେଁ 

ସେ ପ୍ରୀତି ଆକାଶ ର ପୁନେଇ ଚାନ୍ଦ

ହେଲେ ସେ ଚାନ୍ଦ ନିଜର ନୁହେଁ !!


ଅନା ବନା ଶବ୍ଦ କୁ ଯୋଡେ ଲେଖେ ଅନେକ ବାକ୍ୟ

ହେଲେ ସେ ବାକ୍ୟ ତା ପାଇଁ ନୁହେଁ

କାରଣ ସେ ମୋ ନିଜର ନୁହେଁ !!


ମେଘ ମାଳ ଭିତରେ ତା ସ୍ମୃତିକୁ ଖୋଜେ

ପୁନେଇ ଚାନ୍ଦ ଆସି ମଉଳି ଫେରେ !!


ଗାଁ ସଡ଼କ ରେ ପହିଲି କିରଣ ରେ ପାଦ କୁ ରଖେ

ବିରହ ଚାଦର ଭିତରେ ଲୁଚେଇ ନଜର ଖୋଜେ

ଆସେ ଦଶହରା ବେଳ ନେଇ ତା ନୂଆ ସଜବାଜ

ତା ରୂପ ଦେଖିବାକୁ ମୋ ଚାହାଣି କରେ ଲୁଚି ରଜ !!!


ତା ପିରତିର ପରଶକୁ ଲେଖନୀ ଲେଖେ

ପ୍ରେମ ପ୍ରତାରଣା ର ଛାରଖାର କୁ ହୃଦୟ ସହେ 

ତଥାପି ସେ ମୋ ନିଜର ନୁହେଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Nabaranjan Palatasingh