ପୁଅ
ପୁଅ
1 min
367
ବଡ଼ ହୁଏ ପୁଅ ମୋର
ଡର ଲାଗେ କାହିଁକି କେଜାଣି,
ସୁନାର ଏ ଦିନ ସବୁ
ଆଉ କେବେ ଫେରି ପାଇବିନି।
ବଡ଼ ହୁଏ ପୁଅ ମୋର
ଡର ଲାଗେ କାହିଁକି କେଜାଣି,
ସୁନାର ଏ ଦିନ ସବୁ
ଆଉ କେବେ ଫେରି ପାଇବିନି।