Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shrabani Ojha

Tragedy

3  

Shrabani Ojha

Tragedy

ପାୟଲ ର ପାଉଁଜି

ପାୟଲ ର ପାଉଁଜି

1 min
211


        


କୁନି ଝିଅ ପାୟଲ ର ଅଝଟ ।

ମତେ ବି ଆଣିଦିଅ ବାପା ଝୁମଝମ ପାଉଁଜି।

ପିନ୍ଧିକି ଯିବି ମୁ ଦଶହରା ଦେଖି।


ଝିଅ ର ଅଳୀ କୁ ପୁରା କରିବାକୁ

ବାପା ର ବି ଖୁବ୍ ମନ।

କିନ୍ତୁ କେମିତି ଆଣିବା ତ ଲାଗି ପାଉଁଜି,

ପାଦ ଯେ ନାହିଁ ପିନ୍ଧିବାକୁ

କେମିତି କହିବି ଲୋ ଝିଅ ଲୁହ ଭରା ଆଖି ରେ ବାପା ର ଏ କୋହ।



Rate this content
Log in