STORYMIRROR

UTKALIKA JENA

Others

3  

UTKALIKA JENA

Others

ନଦୀ

ନଦୀ

1 min
11.8K

ନଦୀର ସ୍ରୋତରେ ଭାସିଯାଏ

ସହରର କୁଢ଼ କୁଢ଼ ଆବର୍ଜନା ସହ

ଶିଳ୍ପର ବର୍ଜ୍ୟବସ୍ତୁ , ମୃତ ପ୍ରାଣୀ ଓ

ଜୀବଜନ୍ତୁ।


ଏ ସମସ୍ତଙ୍କୁ ସେ ତାର ବିସ୍ତୃତ ଛାତିରେ 

ବୋହି ନିଏ ବିନା ଆପତ୍ତିରେ ,

ହେଲେ ଥରେ ମାତ୍ର କେହି ତାର କଥା ଭାବେନି।


ନିୟୁ ଇଣ୍ଡିଆର ଏହି ବିଜ୍ଞାନ ଯୁଗରେ

କିଏବା ଅଛି ତା କଥା ଭାବି ବାକୁ !

ଯଦି କହି କେବେ ଭାବେ ତେବେତାହା

ପୁଣି ସରକାରଙ୍କ ଅଫିସର ମସୃଣ ଟେବୁଲର

ଦାମି ଫାଇଲ ଭିତରେ ଚାପି ହୋଇ ରହିଯାଏ।


ତଥାବି ସେ ପ୍ରତିକ୍ରିୟା ଶୂନ୍ୟ ହୋଇ 

ନିରବରେ ବହି ଚାଲିଛି...ବହି ଚାଲିଛି..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍