Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Annu Samal

Others

3  

Annu Samal

Others

ନାରୀ

ନାରୀ

1 min
573


ଅସହ୍ୟ ହେବାରୁ ପତି ଅପମାନ

ସତୀ ରୂପେ ଯଜ୍ଞକୁଣ୍ଡ ରେ ଜଳିଛି

ଦୁଃସହ ହେବାରୁ ଆତ୍ମ ସ୍ୱାଭିମାନ

ସୀତା ରୂପେ ସୁବର୍ଣ୍ଣ ଲଙ୍କା ଜାଳିଛି ।


କୁମାରିକା ଠାରେ ତପସ୍ୟା ନିମଗ୍ନ

ପ୍ରେମ ପାଇଁ ବ୍ରହ୍ମଚାରିଣୀ ସାଜିଛି

ସ୍ବାମୀ ବକ୍ଷ ରେ ହୋଇ ଦଣ୍ଡାୟମାନ

ମହାକାଳୀ ରୂପେ ସଂହାର ରଚିଛି ।


ମୁଁ ନାରୀ ସ୍ନେହମୟୀ ଜଗତ୍ଜନନୀ

   ସ୍ରଷ୍ଟା ମାତୃ ସ୍ୱରୂପିଣୀ

ପୁଣି ଚାମୁଣ୍ଡା ନରମୁଣ୍ଡ ମାଳିନୀ

    ସୃଷ୍ଟି ସଂହାର କାରିଣୀ                     

ମୋ ପାଇଁ ମହାଭାରତ, ରାମାୟଣ

ସୃଷ୍ଟି ଓ ବିଲୟର ମୁଁ ହିଁ କାରଣ ।



Rate this content
Log in