STORYMIRROR

Barsha Banani Barik

Others

3  

Barsha Banani Barik

Others

ନାରୀ

ନାରୀ

1 min
149

ଆଖି ରେ ତା'ର ହଜାରେ ଆଶା

   ଓଠରେ ତା'ର ହଜାରେ କଥା

ଦେହଟି ଯାର କୋମଳ ଫୁଲ ପରି

  ସେ ହେଉଛି ନାରୀ।

ଲାଜ ଯାର ଅଳଙ୍କାର

 ହେଉଛି ତା ପ୍ରତି ଅନ୍ୟାୟ ଅତ୍ୟାଚାର

ଭଉଣୀ ମାଆ କେତେ ରୂପରେ

  ଆଦରି ନିଏ ସେ ମନ ସବୁରି

ସେ ହେଉଛି ନାରୀ।

ଭାବିବନି ତାକୁ କେବେ ଯେ ଦୁର୍ବଳ

 ସେ ହେଉଛି ଆମ ଜାତିର ବଳ।



Rate this content
Log in