Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Patel

Others

2.5  

Lipsa Patel

Others

ମୋ ପିଲାଦିନ

ମୋ ପିଲାଦିନ

1 min
164


ଖରା ଛାଇ ପରି ଥିଲା

ମୋ ପିଲାଦିନ

ଯେଉଁଠି ଜାଣି ନଥିଲି

ମା ପଣତର ଶୀତଳତା କେତେ

ବାପାଙ୍କ ଆଙ୍ଗୁଠିର ଉଷ୍ମତା କେତେ

ଜୀବନଟା ଥିଲା କେଉଁ ରଙ୍ଗର

ମନେ ବି ପକାଇପାରୁନି ଏବେ |

କି ବିଧାନ ରଚିଥିଲା ବିହି

ପୂର୍ଣ୍ଣିମା ଜହ୍ନ ରେ ଦେଲା ଓଲ୍ହେଇ

ମାକୁ ପାଖରୁ ନେଲା ଛଡେଇ

ଭାଗ୍ୟ କେଉଁ ସ୍ୟାହିରଲେଖିଥିଲା ସେହି |

ପ୍ରଜାପତି ରଙ୍ଗରେ ବିଭୋର ହେଲି

ମାକୁ ଖୋଜି ଖୋଜି ଶବ୍ଦ ଖଂଜିଲି

ବାପାଙ୍କ ସାନିଧ୍ୟ ଟିକେ ପାଇନପାରିଲି

ବୟସର କୋଳାହଳେ ତାଙ୍କୁ ହରାଇଲି

ତଥାପି ବହି ଯାଉଥିଲା ମୋ ପିଲାଦିନ

ନଈ ଟେ ହୋଇ |


Rate this content
Log in