STORYMIRROR

Chinmaya kumar Sethi

Others

2  

Chinmaya kumar Sethi

Others

ମୋ ଭାଇ

ମୋ ଭାଇ

1 min
140

           ଭାଇଟିଏ           

ଯିଏ ପିଲାଦିନର ସାଥୀଟିଏ,    

ମାଡ଼ ଗାଳି କରି ଦୂରକୁ ଗଲେ ସେ ହୁଏ     

ତା’ ହାତ କାନ୍ଧରେ ଥିଲେ             

ବିଶ୍ୱ ବିଜୟୀ ମନେ ହୁଏ           

ଭାଇଟିଏ।



Rate this content
Log in

More oriya poem from Chinmaya kumar Sethi