STORYMIRROR

Chaitanya Bag

Others

3  

Chaitanya Bag

Others

ମନର ମଣିଷ

ମନର ମଣିଷ

1 min
366


ଜୀବନ ପଥ ରେ କେବେ ପୁଷ୍ପ ପୁଣି କେବେ ହୁଏ କଣ୍ଟକିତ,

ନିସାହାରା ଦୁନିଆରେ ଜଣେ ସାଜି ହୋଇ ଯାଏ ମନର ମିତ ||


ମନେ ମନେ ତାକୁ ଝୁରି ହେଉଥାଏ

ଭାବି ତାହାରି କଥା,

ପ୍ରତିଟି ସ୍ପନ୍ଦନେ ନାଚି ଉଠେ

ଶ୍ରବଣ ପାଇଁ ତା ମିଷ୍ଟାକଥା,


ନେତ୍ରରେ ଅହରହ ଅନେଷ୍ୱଣ 

ସର୍ବତ୍ର ତାହାରି ପ୍ରତିବିମ୍ବ,

ହୃଦୟେ ମନ୍ଦିର ସଜାଗେ ରହିଛି,

ମନେ ରଖି ସାଧୁଭାବ ||


ମନେଥିଲେ ବ୍ୟଥା ଆସି ସମୀପେ

ଡ଼ାକିବ କି ହାତ ଠାରି,

ହସ୍ତେ ମୋ ହସ୍ତ ବଢ଼ାଇ କହିବ

ଆମେ ଦୁହେଁ ଶୁଆଶାରୀ ।।


Rate this content
Log in