Rajalaxmi Sahoo
Others
ମମତାମୟୀ ମା ସିଏ ମୋର,
ନିଜଠୁ ଅଧିକ ନିଜର ।
ଯିଏ ଯାହା କହୁ,
ମୋ ପାଇଁ ସିଏ ମମତାର ଭଣ୍ଡାର।।
ଦେଶ ବିଦେଶରେ ବିଖ୍ୟାତ ସିଏ,
ମାଟି ମା ପରି ସହିଷ୍ଣୁତା ସିଏ।
ନିଜେ ପଛେ ସିଏ ଭୋକରେ ରୁହେ,
ପିଲାଙ୍କ ମୁଖରେ ଆହାର ଦିଏ।।
ଜୀବନ
ମମତା
ମୋ ମା