STORYMIRROR

Saroj Kumar Meher

Children Stories

3  

Saroj Kumar Meher

Children Stories

ମାଆ

ମାଆ

1 min
236

ମାଆଠୁ ମୋର         ଅତି ନିଜର 

     ସଂସାରେ କେ ଅଛି ଆଉ

ସେନେହ ତାର       ଅତି ମଧୁର

     ତୁୁଲାନା ହେବ ବା କେହୁ

    ସେ ମୋ, ମା ସେ ମୋ ମା

ପଣତ ତାର ଶୀରି ମନ୍ଦିର ପତିତ ବାନା ସାହା ।

 ଓଠରୁ ତାର        ହସର ଧାର

    ଟାଣେତା କୋଲକୁ ମୋତେ

ଭାବ ଅଭାବ         ପୁରାଇ ସର୍ବ

    ଲୁହକୁ ପୋଛେ ନିରତେ

    ସେଇ ଏକା ମୋର ସାହା

ସାରା ଜୀବନ ପାଇ କଷଣ ବତାଏ ମୋତେ ରାହା

ଜୀବସ ସାରା        ତା ରୁଣ ଭାରା

      ପାରିବ କିଏ ବା ସୁୁୁଝି

  ଅତୁଳ ନୀୟ        ତା ପ୍ରେମ ମୟ

      ସନ୍ତାନ ମରେଟି ଖୋଜି

      ସ୍ୱର୍ଗଠୁ ବଳି ମୋ ମାଆ

ବସୁୁୁଧା ସମ, ନିଷ୍ପପ ପ୍ରେମ କେ ଦେବ ମୋତେ ଆହା ।

ସାରା ଜୀବନ         ସହି କଷଣ

     ଖସଡ଼ା ପଥରେ ଚାଲି

ଆଖିରେ ତାର୍        ଲୁୁୁହର ଧାରା                  ଯାଉଛି କେେତେ ବାହାରି

       ଦାବି କରିିନି କାହାରେ

ସାରା ଜୀବନ ପଦ ବନ୍ଦନ କରୁଥିବି ସରାଗରେ ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍