କେନ୍ଦ୍ର ବିନ୍ଦୁ
କେନ୍ଦ୍ର ବିନ୍ଦୁ
1 min
316
ମୁଁ ଯଦି ସାଥି ବୃତ୍ତ ଟିଏ ହୁଏ
ତୁମେ ତାର କେନ୍ଦ୍ର ବିନ୍ଦୁ
ସେଥିପାଇଁ ସଦା ନିକଟରେ ପାଏ
ଲଙ୍ଘିଲେବି ସାତ ସିନ୍ଧୁ ||
