Pustam Juadi

Others


2  

Pustam Juadi

Others


କବିତା-ଈଶ୍ବର

କବିତା-ଈଶ୍ବର

1 min 77 1 min 77


ସେମାନେ ଯେତେ ଖୋଜିଲେ ବି

ପାଇବେନି

ଆମେ ବି ପାଇବା ବୋଲି 

ଆଶା କରନି

ଆସ ଏକାକାର ହେବା

ମିଳିଲେ ମିଳିଯାଇପାରେ

ତାଙ୍କର ପାଦଚିହ୍ନ



Rate this content
Log in