STORYMIRROR

Narendra Kumar Behera

Others

2  

Narendra Kumar Behera

Others

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
130

ଜଳ ସ୍ଥଳ ବନ ଗିରି ଆକାଶ     

      ଖୋଜି ଖୋଜି କରି ହେଲି ହତାଶ

ପାଇଲି ନାହିଁ ଜହ୍ନ ଠିକଣା

      ଭ୍ରମି ଭ୍ରମି ହେଲି ବାଟ ବଣା

କାଖେଇ ମା' ଦେଖାଇଥିଲେ ଜହ୍ନ

       ଭୂଞ୍ଜାନ୍ତି ବୁଲାଇ ଭୁଲାଇ ମନ

ଆଜ୍ଞା ପଢାଇଲେ ପାଠ ଯେ ମୋତେ

       ଚନ୍ଦ୍ର ଉପଗ୍ରହ ସୌରଜଗତେ

ପ୍ରେମୀକା କୁ ଦେଲି ଜହ୍ନ ଠିକଣା

       ତା ପାଇଁ ଜାଗାଟେ କରିବି କିଣା ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍