STORYMIRROR

Rabi Pradhan

Others

2  

Rabi Pradhan

Others

ଗରିବମାନଙ୍କ କଥା କେ ବୁଝୁଛି

ଗରିବମାନଙ୍କ କଥା କେ ବୁଝୁଛି

1 min
13.5K


ଗରିବମାନଙ୍କ କଥା କେ ବୁଝୁଛି

ସର୍ବେ ଏଠି ସ୍ୱାର୍ଥପର,,,

ରାଜନୀତି ଏଠି ହେଉଛି ପ୍ରବଳ

ଗରିବର ଦୁଃଖ ଘୋର,,।୧।

କୁଢ କୁଢ ଆଶ୍ୱାସନା ଦେଇଥା'ନ୍ତି

କାମରେ ଆସେନି ତାହା,,

ଦୁଃଖୀ ଗଲେ ନାଶ ଅରଜିବ ଯଶ

ନିନ୍ଦା କର୍ମ ଅଟେ ଯାହା,,।୨।

କହିଲେ କି ଲାଭ ହୁଏନି ଏଥିରେ

କାମରେ ବିଶ୍ୱାସ କର,,

ପର ଦୁଃଖେ ଦୁଃଖୀ ହୋଇପାର ଯେବେ

ମନୁଷ୍ୟ ଜନମ ସାର,,,।୩।

********

କବି-ରବି ପ୍ରଧାନ,ବାଣପୁର,ଖୋରଧା,9078007640


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍