STORYMIRROR

Rabi Pradhan

Others

2  

Rabi Pradhan

Others

ଏହି ବନ ମୋର ପସନ୍ଦ

ଏହି ବନ ମୋର ପସନ୍ଦ

1 min
2.6K


🙏🌷ଏହି ବନ ମୋର ପସନ୍ଦ🌷🙏

======================

ଏହି ବନ ମୋର ପସନ୍ଦ ଭାଇ

ଏହାର ମହିମା ଜଗତେ ନାହିଁ ।

ଯାଚି ଦିଏ କେତେ ଫୁଲ ଓ ଫଳ

ଔଷଧରେ ଭରା ଏହାର ମୂଳ ।

କେତେ ଜୀବଜନ୍ତୁ ଏହାରି କୁଳେ

ନାନା ଖାଦ୍ୟ ଖାଇ ବଞ୍ଚନ୍ତି ହେଳେ ।

ବଡ ଉପକାରୀ ସଭିଙ୍କ ପାଇଁ

ଏହାର ସୁରକ୍ଷା ନେବାରେ ଭାଇ ।


Rate this content
Log in