Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijayaa Panigrahi

Others

3  

Bijayaa Panigrahi

Others

ଏମିତି ବି ଜୀବନ

ଏମିତି ବି ଜୀବନ

1 min
201


ତମାମ ଜୀବନରେ

ମୃଗତୃଷ୍ଣାର ଯାତ୍ରା

ପ୍ରାପ୍ତି ଅପ୍ରାପ୍ତିର ଅଙ୍କକଷାରେ

ମୂଲ୍ୟ ନିରୂପଣ ୲

ସୁଖ ଦୁଃଖର ଛକି ଶୂନ ଖେଳରେ

ଦୁଃଖମୟ ହିଁ ଜୀବନ

ହାର ଜିତର ପ୍ରତିଯୋଗିତାରେ

ସମ୍ପର୍କ ଟା ଚୋରାବାଲି ୲

ଆତ୍ମୀୟଙ୍କ ମଧୁର ଯାତନା

ଦଗ୍ଧ କରେ ଜିଇଁବାର ଶୈଳୀ ୲

ଏଠି ବଞ୍ଚିବାଟା ଏକ ରୀତିମତ ବାହାନା,

ପଲକ ବିହୀନ ନୟନ ଯୁଗଳେ

ରହିଅଛି ଯେଣୁ ଅୟୁତ ସ୍ଵପ୍ନର କଳ୍ପନା ୲


Rate this content
Log in