STORYMIRROR

Sandhyaranee Parija

Others

2  

Sandhyaranee Parija

Others

ବସନ୍ତ

ବସନ୍ତ

1 min
243


ବସନ୍ତ ସମ୍ଭାର ଗଜରା କରିକି

ବେଣୀରେ ଲମ୍ବାଇ ଦେଲ

ଚୁପିଚୁପି ଏଇ ମଳୟ ତାନରେ

ଅନୁରାଗେ ଭରି ଦେଲ ।


ଚାହାଣି ତୁମର ମୋ ମୁହଁ ଅବିର

ପ୍ରେମର ବାର୍ତ୍ତା ଦେଲା

ବିନା ରଙ୍ଗରେ ସେ ମନକୁ ରଙ୍ଗାଇ

ପ୍ରୀତି ଜରଜର କଲା ॥


ସନ୍ଧ୍ୟାରାଣୀ ପାରିଜା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sandhyaranee Parija