STORYMIRROR

Dipti Seth

Others

2  

Dipti Seth

Others

ବାପା

ବାପା

1 min
66


ତୁମ'ଠୁ ଆରମ୍ଭ ପରିଚୟ ମୋର

ତୁମ ଠାରେ ହିଁ ଶେଷ ହେଉ,

ମୋର ଏ ଟିକି ଜୀବନ ।


ତୁମ ସୁଖେ ଦୁଃଖେ ସହାଭାଗୀ,

ହେଉ ମୋର ମନ

ସବୁ ଜନ୍ମେ ତୁମ କୋଳ ମିଳୁ

ମୋର ଏତିକି ସପନ ।


ତୁମ ପାଦପୂଜା ଟି 

ହେଉ ମୋର ବ୍ରତ,

ଲାଗିଯାଉ ତୁମକୁ ମୋ

ଆୟୁଷର ସ୍ରୋତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍