Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhobendra Naik

Others

3  

Bhobendra Naik

Others

ଅଭୁଲା ପ୍ରେମ

ଅଭୁଲା ପ୍ରେମ

1 min
203


ପ୍ରତିଟି ମୁହୂର୍ତ୍ତର ଭାବନା

ହୁଏ ତ ମୋତେ ଦୁଃଖ ଦେଉଥିବ

ତଥାପି ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରେନି

କାରଣ ସେ ଭାବନାର ଚିତ୍ର ସବୁ କେବଳ ତୋର ଥାଏ ।

ତୋ ସହ ବିତାଇଥିବା ସବୁ ମୁହୂର୍ତ୍ତ

ମୋ ହୃଦ ମନ୍ଦିରରେ 

ଅଲିଭା ସ୍ମୃତିହୋଇ ମୋ

ଅବଶିଷ୍ଟାଂଶ ସମୟକୁ ବିତାଇଦେବ ।।



Rate this content
Log in