STORYMIRROR

ଇତି ମନ୍ତ୍ର ଗଦା ଓଡିଆ କବିତା ଟଙ୍କାସୁନା ଅତି ନିଜର ଲୋକର ଅମଙ୍ଗଳ ବିଷୟରେ ଏତେ ଟିକିଏ ଶୁଣିଲେ(ସିଏ ସତ ହେଉ କି ମିଛ) କଥା କାନ ପାଖରୁ ଯାଇ ଛାତି ପାଖରେ ପହଞ୍ଚିବା ବେଳକୁ ହିମାଳୟର ରୂପ ଧାରଣ କରି ସାରିଥାଏ Iନ ହେଲେ କ’ଣ ପାଇଁ ଏ ଯୁଗରେ ବି ପନ୍ଥେଇ ପୂଜା ଠାରୁ ଆରମ୍ଭ କରି ସାବିତ୍ରୀ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଏ ?

Odia ଅତି Stories