STORYMIRROR

ଶିଶୁ ମୁଁ ...

ଶିଶୁ ମୁଁ ଶିଶୁ ମନ ମୋ କୋମଳ। ଫୁଲ ପରି ମୁଁ ମହକ ବୁଣି ବୁଣି ଯିବି। ଦେଶ -ଜାତିର ସେବା ମୋର କର୍ତ୍ତବ୍ୟ। ଶିଶୁ ମୁଁ ମୋ ମନରେ ଅଛି ଅନେକ ଆଶା ଲେଖିବି ମୁଁ ଭାରତର ନୂଆ ପରିଭାଷା। ଲେଖିକା ରୀତା ଅପରାଜିତା ମହାନ୍ତି

By Reeta aparajeeta Mohanty
 136


More english quote from Reeta aparajeeta Mohanty
1 Likes   0 Comments
1 Likes   0 Comments
0 Likes   0 Comments
1 Likes   0 Comments
2 Likes   1 Comments

Similar english quote from Abstract