Santosh Pattnayak
Literary Colonel
AUTHOR OF THE YEAR 2020,2021 - NOMINEE

372
Posts
213
Followers
1
Following

ସନ୍ତୋଷ ପଟ୍ଟନାୟକ , ବେଗୁନିଆପଡା ବ୍ଳକ୍ ,ତିରିଡ଼ା, ଗଞ୍ଜାମ ।

Share with friends

ପୁଞ୍ଜିପତି ଦାନେ ଶାସକ ଚାଲୁଛି ଅଭିସନ୍ଧି ପୂର୍ଣ୍ଣ ପାଇଁ ଦେଶରେ ବାଜୁଚି ନିଇତି ନାଗାରା ଗରିବ ଓଡ଼ିଶା ଭୂଇଁ ,,, ଖେଳ ଖେଳେ କଳା ସାଇଁ ସାହାଯ୍ୟ ଆଶାରେ ଅସହାୟ ମାଆ ସଞ୍ଜ ଆସେ ନଇଁ ନଇଁ .....

ଆଖି ଦେଖିଥାଏ ସୁନ୍ଦର ସୃଷ୍ଟିକୁ ହେଇପାରେ ସତ ମିଛ ହୃଦୟ ପରଖେ ମନର ସ୍ଥିତିକୁ ଅଛିକି ନାଇଁ କଳଙ୍କ..... ରାଜା ହେଉ ଅବା ରଙ୍କ ସବୁରି ଅନ୍ତର ଭାବକୁ ବୁଝଇ ଭାବ ବିନୋଦିଆ ସାଙ୍ଗ ...... ସନ୍ତୋଷ ପଟ୍ଟନାୟକ ଗଞ୍ଜାମ

ମିତର ଚିତ୍ତ ହରିବା ପାଇଁ ଦରକାର ଯେଉଁ ଭାବ ହିତବାଣୀ ଆଉ ସମାଜ ସୁଧାରେ ଲୋଡା ହୁଏ ଯେଉଁ ରବ ଶିଶୁଙ୍କ ମନକୁ ମୋହିବା ପାଇଁ ମାଆର ମୁଖୁ ନିସ୍କୃତ ଚାଷୀର ଶ୍ରମ ଭକତ ଭାବ ଲାଘବ ଐଷଧ ଗୀତ ..... ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

ଜ୍ଞାନବଳ ଆଉ ଧୈର୍ଯ୍ୟ ନିଷ୍ଠା ବଳେ ଅସମ୍ଭବ ହୁଏ ସମ୍ଭବ କର୍ମ ପରାକାଷ୍ଠା ସାଥେ ଆତ୍ମ ବଳ କରେ ନୂତନତା ଆବିର୍ଭାବ ..... ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

ଭକ୍ତି ବିନା ଈଶ୍ବର ଶ୍ରମ ବିନା ଆହାର ଅସମ୍ଭବ ଇଏ ଅସମ୍ଭବ ବୃକ୍ଷ ବିନା ଜୀବନ ସ୍ନହ ବିନା ପେରମ ଅସମ୍ଭବ ଇଏ ଅସମ୍ଭବ ...... ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

ବଞ୍ଚିବାର ବାଟ ବୃତ୍ତି ସାଧବ ପୁଅର ବଣିଜ ହେଇଛି ଆଜିକା ସ୍ମୃତି ,,, ତଥାପି ଗରବ ମାଟି କୌଳିକ ବୃତ୍ତିରେ ନିହିତ ପ୍ରକୃତ ଶାନ୍ତି ..... ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

ସ୍ନେହ ଶ୍ରଦ୍ଧା ପ୍ରେମ ଥିଲେ ନିରନ୍ତର ଦୁଃଖ ରହିଥାଏ ଦୂର ଆତ୍ମିୟ ସ୍ଵଜନ ସାଥେ ପୁରା ଦେଶ ଅଟେ ଆମ ପରିବାର ..... ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

କଲେଜ କଲେଜ କଲେଜ ଚାଷହୁଏ ଏଠି ରାଜନୀତି ନଲେଜ ।। ପ୍ରେମ ପିରତୀର ଅସଲ ଜାଗା ବୁଦ୍ଧି ଭ୍ରଷ୍ଟ ପାଇଁ ଥାଆନ୍ତି ଟୋକା ।। ଟୋକିଙ୍କର ମଧ୍ୟ ଅସଲ ରୂପ ପାଶ୍ଚାତ୍ୟ ସଭ୍ୟତାର ମିଳେ ଅସଲ ଛାପ ।। ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

ପ୍ରାଥମିକ ଶିକ୍ଷା ପଞ୍ଚମ ଯାଏଁ ହାଇସ୍କୁଲ ଟା ଦଶମ ଦ୍ବାଦଶ ଶ୍ରେଣୀକୁ କଲେଜ କୁହନ୍ତି ଜାଣି ରଖ ସୁଧିଜନ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ


Feed

Library

Write

Notification
Profile