@siddhartha-sankar-tripathy

Siddhartha Sankar Tripathy
Literary Brigadier
AUTHOR OF THE YEAR 2021 - NOMINEE

196
Posts
2
Followers
0
Following

ମୁଁ ନିଶାରେ ଲେଖକ, ପେଶାରେ ଯନ୍ତ୍ରୀ

Share with friends

ଅଜବ, ଅଦ୍ଭୁତ ସାକ୍ଷାତ।ଅଜବ ସହର ଇଏ।ଶୋଇଥାଏ।କଡଲେଉଟାଏ। ଅଲୋଡା ଯୁବତୀ ପରି ଆଖିଖୋଲି ସ୍ୱପ୍ନ ଦେଖୁଥାଏ।ନିଶାର୍ଦ୍ଧରେ ବିବେକକୁ ହତ୍ୟାକରି,ନାରୀଟିକୁ ଭୁଲୁଣ୍ଠିତାକରି ସକାଳୁ ସକାଳୁ ସୂର୍ଯ୍ୟ ସ୍ନାନ ସାରି ସଜାଡ଼ି ନିଏ ନିଜକୁ। କଇଁଛ ଖୋଳପା ଭିତରେ ପଶିଲା ପରି ପଶିଯାଏ ଭଦ୍ର ଖୋଳପାରେ...! ପ୍ରେମର ସଂଜ୍ଞା ଏବେ ତୁମଠୁ ବୁଝିଲି।ହେଇ ଦେଖ ଜାକିଜୁକି ଭିଡ଼ି ଧରି ଆପଣା ପୈାରୁଷ ମୁଁ ସଭ୍ୟ ସମାଜର ସଭ୍ୟ ମନୁଷ୍ୟ କେମିତି ଠୋ ଠୋ ହସୁଛି।        ମନ ଜାଣେ ସ୍ୱ।ଦ କେତେ ନିଶାର୍ଦ୍ଧରେ ପକ

ସୁଶାନ୍ତ କହିଉଠେ, ଜାଣିଛୁ ରତ୍ନା, ତୋ ପରି ରୂପଯୌବନଭରା ସୁନ୍ଦରୀ ଝିଅଟିଏ ଯେତେବେଳେ ମୋ ପରି ପୁଅକୁ ଦେଖାକରେ, ଏ ପୋଖରୀହିଡର ସିମେଣ୍ଟ ବେଞ୍ଚ ଚିତ୍କାର କରି କହେ ଆହା, କି ସୁନ୍ଦର ଯୋଡି, ପୋଖରୀ ଭିତରେ ଭୂମିକମ୍ପ ସୃଷ୍ଟିହୁଏ ଓ ପାଣି ଗୁଡାକ ସମୁଦ୍ର ପରି ଲହଡି ଭାଙ୍ଗନ୍ତି। ମାଛଗୁଡାକ ଖପଖାପ ଡେଇଁ ଆମ ପ୍ରେମକୁ ସ୍ୱାଗତ କରନ୍ତି । ପୋଖରୀହିଡର ଗଛଗୁଡାକ ଗାଇ ଗାଇ ଉଠନ୍ତି  : ପ୍ରେମ ଏକା ସିନା ମହତପଣିଆ, ଆଉସବୁକିଛି ଅଢେଇ ଦିନିଆ।

ଆଜିକାଲି ପୁଅଝିଅଙ୍କୁ ଲାଗେ ପ୍ରେମ ବିନା ସବୁ ଅଧୁରା। କଥାରେ ଅଛି, ପ୍ରେମ କରାଯାଏ ନାହିଁ, ହୋଇଯାଏ। ପ୍ରେମରେ ବାଧକ କିଛି ବି ନାହିଁ। କିନ୍ତୁ ଆଜିକାଲିର ଯୁବକ,ଯୁବତୀ..... ପ୍ରେମ ପୁର୍ବରୁ ଖୋଜନ୍ତି ବୟସ, ଶିକ୍ଷା, ସମ୍ପତ୍ତି। ଦୁଇଦିନ ଅନଲାଇନ କଥାବାର୍ତ୍ତା ପରେ କୁହନ୍ତି, ପ୍ରେମ ହୋଇଗଲା। କିନ୍ତୁ......... ସେଥିରେ ସୀମିତ ନରହି ଆରମ୍ଭ ହୁଏ କାମ। ପ୍ରେମୀଯୁଗଳ ଖୋଜି ବୁଲନ୍ତି ନିଭୃତ ସ୍ଥାନ।

ଚଳଚ୍ଚିତ୍ରରେ , କଳିଙ୍ଗ ଗଣନାଟ୍ୟରେ ଖଳନାୟକକୁ ଗାଳିଦେଲେ ହିଁ ଚଳଚ୍ଚିତ୍ର/ଯାତ୍ରାର ଖଳନାୟକ ସଫଳ। ଠିକ୍ ସେମିତି ବହୁତ ଘଟଣା ଘଟିଯାଏ। ଏହା କେବଳ ଏକବିଂଶ ଶତାବ୍ଦୀରେ ଘଟୁନାହିଁ , ଆବାହମାନ କାଳରୁ ଘଟିଚାଲିଛି। କିନ୍ତୁ....... ଇଣ୍ଟରନେଟ, ସୋସିଆଲ ମିଡିଆ, ଆଧୁନିକତାର ଛାପରେ ଆଜିକାଲି ଅପରାଧର ମାତ୍ରା ବଢିଯାଇଛି। ପୁର୍ବରୁ ସମ୍ୱାଦସରବରାହ ସଂସ୍ଥା ସେତେଟା ସକ୍ରିୟ ନଥିଲା ତେଣୁ ବେବିନା, ଛବିରାଣୀ, ପରି ଘଟଣା ଲୋକଲୋଚନକୁ ଆସିପାରୁନଥିଲା। ସେତେବେଳେ ବି ଏମିତି ଘଟଣା ବି ଘଟୁଥିଲା,

ବଳାତ୍କାର ଏକ ମାନସିକ ବିକୃତି। ଅପସଂସ୍କୃତି, ପାଶ୍ଚାତ୍ୟ ସଭ୍ୟତା, ଉଗ୍ରାଧୁନିକତା ବଳାତ୍କାରର ଅନ୍ୟତମ କାରଣ। କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ନଷ୍ଟ କରିଦିଅନ୍ତି ନାରୀର ଜୀବନ। ଚିନ୍ତାଧାରାର ପରିବର୍ତ୍ତନ ଦରକାର।

" ବାହାଘର ମଜା ବାହାରୁଛି ଏବେ ମୁଣ୍ତ ହୋଇଗଲା ଚନ୍ଦା ହୋ, ଜାଣିଥିଲେ ବାହା ହୋଇ ମୁଁ ନଥାନ୍ତି ଏ ବଡ଼ ଅଡୁଆ ଧନ୍ଦା ହୋ । " ସୁନ୍ଦର ଓଡିଆ ଗୀତକୁ ପୁରୁଷପ୍ରଧାନସମାଜରେ ପୁରୁଷମାନଙ୍କ ପସନ୍ଦ। କିନ୍ତୁ ପୁରୁଷ ବାହାହୋଇ ଚନ୍ଦା ହୋଇ ଯାଏନା। ବରଂ ତାର ପୂର୍ବପିଢ଼ିର ପ୍ରଭାବରୁ ସେ ଚନ୍ଦା। ଦୋଷ ଲଦାହୁଏ ନାରୀ ଜାତି ଉପରେ। ସବୁଠି ଦୋଷୀ ସାବ୍ୟସ୍ତ ହୁଏ ନାରୀ। ପୁରୁଷ ପିତ୍ତଳ ମାଠିଆ। କଳା ମଚମଚ ଚେହେରା ଯୁବକ ବି ଖୋଜିବସେ ତନୁପାତଳୀ। କିନ୍ତୁ ଝିଅଟିର ସୁନ୍ଦର ସ୍ବାମୀ ବାଛିବାର ଅଧିକାର ନଥ

ନିଦ୍ରା ନଆସିବାର ବହୁତ କାରଣ। ନିଜ ଲୋକ ଅନିଦ୍ରା ହେବାକୁ ବାରଣ କଲେ ବି ଏ ଆଖିକୁ ନିଦ ଆସିବନି। ଏ ରାତି ଅନିଦ୍ରାର ଶେଷ ନାହିଁ। ନିଦ ରାଣରେ ନଥାଏ, ଥାଏ ପ୍ରାଣରେ। ନିଦ ଅଶାନ୍ତିରେ ନଥାଏ, ଥାଏ ଶାନ୍ତିରେ। ନିଦ ବିରହରେ ନଥାଏ, ଥାଏ ପ୍ରେମରେ। ନିଦ ପ୍ରେମ କାହାଣୀ ପଠନରେ ନଥାଏ, ଥାଏ ପ୍ରେମରେ।

*ପ୍ରଶ୍ନକରେ ସାହିତ୍ୟ......* ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ କନିଷ୍ଠ ଯନ୍ତ୍ରୀ, ଗଜପତି ଆଜ୍ଞା ସମ୍ପୁର୍ଣ୍ଣ ଆଧୁନିକ କିମ୍ୱା ସମ୍ପୁର୍ଣ୍ଣ ପୁରାତନ ହେଲେ ଅସୁବିଧା ନାହିଁ। କିନ୍ତୁ........ ଆମପରି ମଝିମଝିଆଙ୍କ ଅବସ୍ଥା ନକହିଲେ ଭଲ। ଆମେ ନା ଏକୂଳର ହେଲୁ ନା ସେକୂଳର ହେଲୁ। ହାଏରେ ସମୟ ତୁ ଏ କି କଲୁ।    ବାପାଙ୍କ ଲେଖା ଦେଖିଛି, ଧଳା କାଗଜରେ ସାଇବାଲା ପେନ୍ ରେ ବହୁଥିଲା ସାହିତ୍ୟର ଗଙ୍ଗା। ଶ୍ରୀ ବିଭୁତି ପଟ୍ଟନାୟକ , ପ୍ରତିଭା ରାୟ, ଫତୁରାନନ୍ଦ ପରି ମହାମନିଷୀ ସାହି


Feed

Library

Write

Notification
Profile