STORYMIRROR

ନିଦ୍ରା...

“ ନିଦ୍ରା ନଆସିବାର ବହୁତ କାରଣ। ନିଜ ଲୋକ ଅନିଦ୍ରା ହେବାକୁ ବାରଣ କଲେ ବି ଏ ଆଖିକୁ ନିଦ ଆସିବନି। ଏ ରାତି ଅନିଦ୍ରାର ଶେଷ ନାହିଁ। ନିଦ ରାଣରେ ନଥାଏ, ଥାଏ ପ୍ରାଣରେ। ନିଦ ଅଶାନ୍ତିରେ ନଥାଏ, ଥାଏ ଶାନ୍ତିରେ। ନିଦ ବିରହରେ ନଥାଏ, ଥାଏ ପ୍ରେମରେ। ନିଦ ପ୍ରେମ କାହାଣୀ ପଠନରେ ନଥାଏ, ଥାଏ ପ୍ରେମରେ। ”

By Siddhartha Tripathy
 156


More oriya quote from Siddhartha Tripathy
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments