STORYMIRROR

ସୁଶାନ୍ତ...

ସୁଶାନ୍ତ କହିଉଠେ, ଜାଣିଛୁ ରତ୍ନା, ତୋ ପରି ରୂପଯୌବନଭରା ସୁନ୍ଦରୀ ଝିଅଟିଏ ଯେତେବେଳେ ମୋ ପରି ପୁଅକୁ ଦେଖାକରେ, ଏ ପୋଖରୀହିଡର ସିମେଣ୍ଟ ବେଞ୍ଚ ଚିତ୍କାର କରି କହେ ଆହା, କି ସୁନ୍ଦର ଯୋଡି, ପୋଖରୀ ଭିତରେ ଭୂମିକମ୍ପ ସୃଷ୍ଟିହୁଏ ଓ ପାଣି ଗୁଡାକ ସମୁଦ୍ର ପରି ଲହଡି ଭାଙ୍ଗନ୍ତି। ମାଛଗୁଡାକ ଖପଖାପ ଡେଇଁ ଆମ ପ୍ରେମକୁ ସ୍ୱାଗତ କରନ୍ତି । ପୋଖରୀହିଡର ଗଛଗୁଡାକ ଗାଇ ଗାଇ ଉଠନ୍ତି  : ପ୍ରେମ ଏକା ସିନା ମହତପଣିଆ, ଆଉସବୁକିଛି ଅଢେଇ ଦିନିଆ।

By Siddhartha Tripathy
 22


More oriya quote from Siddhartha Tripathy
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments