STORYMIRROR

ଆଜିକାଲି...

“ ଆଜିକାଲି ପୁଅଝିଅଙ୍କୁ ଲାଗେ ପ୍ରେମ ବିନା ସବୁ ଅଧୁରା। କଥାରେ ଅଛି, ପ୍ରେମ କରାଯାଏ ନାହିଁ, ହୋଇଯାଏ। ପ୍ରେମରେ ବାଧକ କିଛି ବି ନାହିଁ। କିନ୍ତୁ ଆଜିକାଲିର ଯୁବକ,ଯୁବତୀ..... ପ୍ରେମ ପୁର୍ବରୁ ଖୋଜନ୍ତି ବୟସ, ଶିକ୍ଷା, ସମ୍ପତ୍ତି। ଦୁଇଦିନ ଅନଲାଇନ କଥାବାର୍ତ୍ତା ପରେ କୁହନ୍ତି, ପ୍ରେମ ହୋଇଗଲା। କିନ୍ତୁ......... ସେଥିରେ ସୀମିତ ନରହି ଆରମ୍ଭ ହୁଏ କାମ। ପ୍ରେମୀଯୁଗଳ ଖୋଜି ବୁଲନ୍ତି ନିଭୃତ ସ୍ଥାନ। ”

By Siddhartha Tripathy
 18


More oriya quote from Siddhartha Tripathy
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments