@w2c5ce7u

Lopamudra Parida
Literary Captain
223
Posts
4
Followers
1
Following

ପଢିବାକୁ ଭଲ ପାଉଥିବା ମଣିଷ ।

Share with friends
Earned badges
See all

Submitted on 08 Jun, 2021 at 17:53 PM

ଆକାଶ କୁ ଅନୁଭବିବାକୁ ହେଲେ ମାଟିରେ ଛାଡି ଆସିବାକୁ ହୁଏ ଯେତେକ ଅନାବନା ଭୟ ।🧡 ଲୋପାମୁଦ୍ରା ପରିଡା 🧡

Submitted on 08 Jun, 2021 at 04:22 AM

It is a sign of strength.Ask if you don't know any .🧡 lopamudra parida 🧡

Submitted on 03 Jun, 2021 at 03:42 AM

"ସ୍ବପ୍ନଭୁକ୍ ମଣିଷର ଝରିପଡୁଥିବା " ଆକାଶ " ରୁ ଫାଳେ ତା 'ରି ହାତପାହାନ୍ତା ରେ ମୁଠାଏ ମାଟିରେ ପ୍ରତିବିମ୍ବିତ ଜଳଛବି ଧରି ନେଉ ।।" 🧡ଲୋପାମୁଦ୍ରା ପରିଡା ...

Submitted on 02 Jun, 2021 at 10:02 AM

what you believe .... you will become that so believe the best in you n be the best .🧡 @lopamudra parida

Submitted on 25 May, 2021 at 08:01 AM

we all have our own 'Budha' within, let him come out n let you be him .🧡 @lopamudra parida

Submitted on 25 May, 2021 at 02:41 AM

when there is no greed ,there is no fear .when there is no fear ,there is no sorrow.... so think millions time before a pray to greed .🧡 @lopamudra parida

Submitted on 28 Apr, 2021 at 00:56 AM

ସନ୍ତାନ ଦୁଇ ସମବୟସର ହେଲେ ବି ତୁ କାଇଁ ଆଶା କରୁ ଝିଅ ତୋର ଏଇ କଞ୍ଚା ବୟସ ରେ ବି ବୁଝିଯାଉ ଜୀବନ ର ସମୀକରଣ ..... ତାଳ ଦେଇ ତୋ ସହ ? ଏହା କଣ ପନରାବୃତ୍ତି ଜୀବନ ର ? ଲୋପାମୁଦ୍ରା ପରିଡା ❤

Submitted on 22 Mar, 2021 at 04:47 AM

ବୟସ କେବଳ ଗୋଟେ ସଂଖ୍ୟା, ଅଭିଜ୍ଞତା ମଣିଷ କୁ ପୋଖତ କରାଏ । ଲୋପାମୁଦ୍ରା ପରିଡା

Submitted on 22 Mar, 2021 at 04:20 AM

ଯେତିକି ଓ ଯେଉଁଠି ଆବଶ୍ୟକ ସେତିକି କହି ଅନ୍ଯ ସମୟ ତକ ଆଖି କାନ ମନ ଖୋଲା ରଖି ପାଟିଟିକୁ ଚୁପ୍ ରଖିଲେ ଗୁଡେ କଥାର ସମାଧାନ ହେଇଯିବା ସହ ବହୁତ କିଛି ଶିଖିବାକୁ ମିଳେ ମଧ୍ୟ । ଲୋପାମୁଦ୍ରା ପରିଡା


Feed

Library

Write

Notification

Profile