STORYMIRROR
କେବେ...
କେବେ କେବେ ଥରେ...
କେବେ କେବେ...
“
କେବେ କେବେ ଥରେ ଲାଗେ
ଜୀବନଟା ଗୋଟେ ନଈ,
ଏଇ ମୋଡ଼ ବୁଲିବ
ଆଉ ଅରଖ ନୂଆ ଗୋଟେ
ନାଁରେ ବହିଯିବ ଯେ ବାହିଯିବ
ହେଲେ
ଜୀବନ ପଚାରେ ଛାତ କୁ ଚାହିଁ ଯେ
" ନଈ କାଇଁ,ନଈ କାଇଁ " ।।
ଲୋପାମୁଦ୍ରା ପରିଡ଼ା 💞💛
”
29
More oriya quote from Lopamudra Parida
Download StoryMirror App