STORYMIRROR
ବେଳେବେଳ...
ବେଳେବେଳେ ଇଛ୍ଛା...
ବେଳେବେଳେ...
“
ବେଳେବେଳେ ଇଛ୍ଛା ହୁଏ ହଜିଯାଇ ଦେଖନ୍ତି,
, ହୋଇପାରନ୍ତି କି ଅଦୃଶ୍ୟ ..... ଲୁଚିଯାଇ ଦେଖନ୍ତି,
ଖୋଜୁଛନ୍ତି ମତେ କିଏ ଓ କିଏ ..... ଅପେକ୍ଷା ର ଶ୍ବେତ ଫୁଲ ଝରିଯାଇ ମାଟି ଛୁଏଁ ,
ସକାଳ ଯାଇ ସଞ୍ଜ ହୁଏ ।।
ଓଳଟି ହସି କହେ ସମୟ
ଏଠି କିଏ କାହାକୁ ବା ଅନାଇ ରହେ......
ରେ ବୋକି ଝିଅ !
@ ଲୋପାମୁଦ୍ରା ...
”
61
More oriya quote from Lopamudra Parida
Download StoryMirror App