Santanu kumar Meher
Literary Colonel
58
Posts
112
Followers
0
Following

ବାର୍ଦ୍ଧକ୍ୟ ଜୀବନ

Share with friends
Earned badges
See all

ଜୀବନ ତା'ର ନଈଟିଏ ବାଟ କେତେ ଭାଙ୍ଗି ଦିଏ, ଏକା ସିଏ, ମିଶିଯାଏ ସମୁଦ୍ରରେ । ସୃଷ୍ଟି ତା'ର ଝରଣା ସନ୍ଧିରୁ, ରୁପ-ଗୁଣ ଭରା ସେ, ଅଙ୍କାବଙ୍କା ଢେଉ। ଦିବ୍ୟମାନ ସବୁଠି ତା'ର - ପ୍ରକୃତିର ନିଚ୍ଛକ ଛାଇରେ ।। ଶାନ୍ତନୁ କୁମାର ମେହେର

ତମେ ମୁକ୍ତ, ତମେ ବିଜୟିନୀ, ତମେ ଗଢି ପାର, ପୁଣି- ଭାଙ୍ଗି ପାର.? କିନ୍ତୁ, ତମ ପାଇଁ କିଛି ବି ବାଡ଼ବତା ନାହିଁ ଏଠି। ଏବେ ବି ସମୟ ଅଛି- ତମେ ଫେରିଯାଅ-ତମ ସଫଳତମ ବାଟରେ... ମୁଁ କିନ୍ତୁ, ଏମିତି ପଡିଥାଏ ସାରା ଜୀବନ- ଯନ୍ତ୍ରଣାର ଭଙ୍ଗାତୋଟା ହୃଦୟରେ ।। ଶାନ୍ତନୁ କୁମାର ମେହେର

ଉପହାର ପଛରେ କେବେ ବି, ଚାଲିବାକୁ ଚେଷ୍ଟା କରନା । ବରଂ, ନିଜ କର୍ମର ସାଧନାରେ ନିଜକୁ ହଜାଇ ଦିଅ: ଦିନେ ଦେକଵିଵ..? ତମ ଜୀବନର ସବୁଠୁ ବଡ ମୂଲ୍ୟବାନ ସମ୍ପଦ- ସମୟର ସବୁ ସମ୍ମାନ- ତମ ନିକଟରେ ପଂହଁଚିଥିବ ।।

ଉପହାର ପଛରେ କେବେ ଚାଲିବାକୁ ଚେଷ୍ଟା କରନା ସାଧନାରେ ନିଜକୁ ହଜାଇଦିଅ : ଦିନେ ଦେଖିବ.? ତମ ଜୀବନର ଅନେକ ମୂଲ୍ୟବାନଠୁ ବି ସମୟର ସବୁ ସମ୍ନାନ, ତମ ସାମ୍ନାରେ ଥିବ ।।

ଅନୁଭବ ହୁଏ ନିଜ କର୍ମ ଉପରେ- ନିଜର ଆତ୍ମ ବିଶ୍ୱାସ ଭରିଲେ ସଫଳତା ନିଶ୍ଚୟ ମିଳିବ ।।


Feed

Library

Write

Notification
Profile